po/or.po | 104 +++++++++++++++++++++++++++++++++++++++++++++++++++++++++++++--
1 file changed, 102 insertions(+), 2 deletions(-)
New commits:
commit 9092029129b68cb6cc23d35d0678d6b706e657ce
Author: mgiri <mgiri(a)fedoraproject.org>
Date: Thu Dec 24 10:50:24 2009 +0000
Sending translation for Oriya
diff --git a/po/or.po b/po/or.po
index e9cd39f..fc5fa73 100644
--- a/po/or.po
+++ b/po/or.po
@@ -7,7 +7,7 @@ msgstr ""
"Project-Id-Version: docs-install-guide.f12-tx.or\n"
"Report-Msgid-Bugs-To:
http://bugs.kde.org\n"
"POT-Creation-Date: 2009-09-30 11:04+0000\n"
-"PO-Revision-Date: 2009-12-24 12:15+0530\n"
+"PO-Revision-Date: 2009-12-24 16:02+0530\n"
"Last-Translator: Manoj Kumar Giri <mgiri(a)redhat.com>\n"
"Language-Team: Oriya <oriya-it(a)googlegroups.com>\n"
"MIME-Version: 1.0\n"
@@ -38,6 +38,7 @@ msgstr ""
"\n"
"\n"
"\n"
+"\n"
#. Tag: para
#: Account_Configuration_common-para-6.xml:8
@@ -5967,6 +5968,9 @@ msgid ""
"you might need to configure your system's <firstterm>Basic Input/Output
"
"System</firstterm> (<acronym>BIOS</acronym>) to boot from the
media."
msgstr ""
+"ଆରମ୍ଭ ହେବା ସମୟରେ ଯଦି ଆପଣଙ୍କର କମ୍ପୁଟର ଗୋଟିଏ ବୁଟ ଉପକରଣ ବାଛିବା ପାଇଁ ଅନୁମତି ଦେଇନଥାଏ,
ତେବେ "
+"ଆପଣଙ୍କୁ ଆପଣଙ୍କ ତନ୍ତ୍ରର <firstterm>Basic Input/Output
System</firstterm>କୁ "
+"ମେଡ଼ିଆରୁ ବୁଟ କରିବା ପାଇଁ ବିନ୍ୟାସ କରିବାକୁ ହେବ
(<acronym>BIOS</acronym>)।"
#. Tag: para
#: Boot_Order-para-3.xml:5
@@ -5977,6 +5981,10 @@ msgid ""
"on your display when your computer first boots. A line of text appears, "
"telling you which key to press to enter the BIOS settings."
msgstr ""
+"ଆପଣଙ୍କର BIOS ସଂରଚନାକୁ ଗୋଟିଏ x86, AMD64, ଅଥବା <trademark class="
+"\"registered\">Intel</trademark> 64 ତନ୍ତ୍ରରେ ପରିବର୍ତ୍ତନ କରିବା
ପାଇଁ, ଆପଣଙ୍କର କମ୍ପୁଟରର "
+"ପ୍ରଥମ ଥର ବୁଟରେ ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକୁ ଦେଖନ୍ତୁ। ଗୋଟିଏ ପାଠ୍ୟ ଧାଡ଼ି ଦୃଶ୍ୟମାନ ହେବ,
"
+"BIOS ସଂରଚନାରେ ପ୍ରବେଶ କରିବା ପାଇଁ କେଉଁ କି କୁ ଦବାଇବାକୁ ହେବ ତାହା କହିଥାଏ।"
#. Tag: para
#: Boot_Order-para-4.xml:5
@@ -6953,6 +6961,10 @@ msgid ""
"Setup) is a specification for block device encryption. It establishes an on-"
"disk format for the data, as well as a passphrase/key management policy."
msgstr ""
+"<ulink url=\"http://luks.endorphin.org\"> LUKS</ulink> (Linux
Unified Key "
+"Setup) ଟି ହେଉଛି ବ୍ଲକ ଉପକରଣକୁ ସଂଗୁପ୍ତ କରିବା ପାଇଁ ଗୋଟିଏ ବିଶେଷ ବିବରଣୀ। ଏହା ତଥ୍ୟ ପାଇଁ
"
+"ଗୋଟିଏ ଅନ-ଡିସ୍କ ସଜ୍ଜିକରଣ ଶୈଳୀ ସ୍ଥାପନ କରିଥାଏ, ତାହା ସହିତ ଗୋଟିଏ ପ୍ରବେଶ ସଂକେତ/କି "
+"ପରିଚାଳନା ନିତୀ ମଧ୍ଯ ସ୍ଥାପନ କରିଥାଏ।"
#. Tag: para
#: DiskEncryptionUserGuide.xml:18
@@ -7076,6 +7088,8 @@ msgid ""
"LUKS is not well-suited for applications requiring many (more than eight) "
"users to have distinct access keys to the same device."
msgstr ""
+"LUKS ଟି ଅନେକ ଚାଳକ (ଆଠଜଣରୁ ଅଧିକ) ଆବଶ୍ୟକ କରୁଥିବା ପ୍ରୟୋଗରେ ସମାନ ଉପକରଣ "
+"ପାଇଁ ନିର୍ଦ୍ଦିଷ୍ଟ ଅଭିଗମ୍ୟତା କି ପାଇବା ପାଇଁ ଉପଯୁକ୍ତ ନୁହଁ।"
#. Tag: para
#: DiskEncryptionUserGuide.xml:93
@@ -7264,6 +7278,9 @@ msgid ""
"before encrypting it greatly increases the strength of the encryption. The "
"downside is that it can take a very long time."
msgstr ""
+"<device> (eg: <filename>/dev/sda3</filename>) ରେ ସଂଗୁପ୍ତ
କରିବା ପୂର୍ବରୁ "
+"ଆନୁମାନିକ ତଥ୍ୟ ଭରଣ କରିବା ଫଳରେ ଏହା ବହୁମାତ୍ରାରେ ଏହାର ସଂଗୁପ୍ତତାକୁ ଦୃଢ଼ କରିଥାଏ। ଏହାର
"
+"ଦୁର୍ବଳତା ହେଉଛି ଏହା କରିବା ପାଇଁ ଏହାକୁ ଅନେକ ସମୟ ଲାଗିଥାଏ।"
#. Tag: para
#: DiskEncryptionUserGuide.xml:160
@@ -7450,6 +7467,9 @@ msgid ""
"as any other block device. To create an <command>ext2</command>
filesystem "
"on the mapped device, use the following command:"
msgstr ""
+"ମ୍ୟାପ ହୋଇଥିବା ଉପକରଣ ନୋଡକୁ
(<filename>/dev/mapper/<name></filename>) "
+"ଅନ୍ୟ ବ୍ଲକ ଉପକରଣ ଭାବରେ ବ୍ୟବହାର କରନ୍ତୁ। ମ୍ୟାପ ହୋଇଥିବା ଉପକରଣରେ ଗୋଟିଏ
<command>ext2 "
+"</command> ଫାଇଲତନ୍ତ୍ର ନିର୍ମାଣ କରିବା ପାଇଁ, ନିମ୍ନଲିଖିତ ନିର୍ଦ୍ଦେଶକୁ ବ୍ୟବହାର
କରନ୍ତୁ:"
#. Tag: programlisting
#: DiskEncryptionUserGuide.xml:215
@@ -7547,6 +7567,9 @@ msgid ""
"decrypted device, <filename>/dev/mapper/<name></filename>
in the "
"<filename>/etc/fstab</filename> file."
msgstr ""
+"/etc/fstab ରେ ଗୋଟିଏ ନିବେଶ ଯୋଗ କରନ୍ତୁ। ଆପଣ ଉପକରଣ ଏବଂ ଆହରଣ ବିନ୍ଦୁ ମଧ୍ଯରେ ଗୋଟିଏ
କାର୍ଯ୍ୟରତ "
+"ଅନୁଷ୍ଠାନ ଗଠନ କରିବାକୁ ଚାହାନ୍ତି ତେବେ ହିଁ କେବଳ ଏହା ଆବଶ୍ୟକ ହୋଇଥାଏ।
<filename>/etc/fstab</filename> "
+"ଫାଇଲରେ, ଅସଂଗୁପ୍ତ ଉପକରଣ
<filename>/dev/mapper/<name></filename>କୁ ବ୍ୟବହାର କରନ୍ତୁ।"
#. Tag: para
#: DiskEncryptionUserGuide.xml:242
@@ -7662,6 +7685,8 @@ msgid ""
"After being prompted for any one of the existing passprases for "
"authentication, you will be prompted to enter the new passphrase."
msgstr ""
+"ବୈଧିକରଣ ପାଇଁ ଏହା ମଧ୍ଯରୁ ଯେ କୌଣସି ପ୍ରବେଶ ସଂକେତ ପଚାରିବା ପରେ, "
+"ଆପଣଙ୍କୁ ନୂତନ ପ୍ରବେଶ ସଂକେତ ପଚରାଯିବ।"
#. Tag: title
#: DiskEncryptionUserGuide.xml:276
@@ -7682,6 +7707,8 @@ msgid ""
"You will be prompted for the passphrase you wish to remove and then for any "
"one of the remaining passphrases for authentication."
msgstr ""
+"ଆପଣ କାଢ଼ିବାକୁ ଚାହୁଁଥିବା ପ୍ରବେଶ ସଂକେତ ବିଷୟରେ ଆପଣଙ୍କୁ ପଚରାଯିବ ଏବଂ ତାପରେ "
+"ବୈଧିକରଣ ପାଇଁ ଅବଶିଷ୍ଟ ପ୍ରବେଶ ସଂକେତ ମଧ୍ଯରୁ ଗୋଟିଏ ପ୍ରବେଶ ସଂକେତ ପଚରାଯିବ।"
#. Tag: para
#: Disk_Partitioning_Advanced_Storage_common-figure-1.xml:8
@@ -7781,6 +7808,9 @@ msgid ""
"interface that is connected to your FCoE switch and click <guibutton>Add
"
"FCoE Disk(s)</guibutton>."
msgstr ""
+"ପରବର୍ତ୍ତୀ ସଂଳାପ ବାକ୍ସରେ ଦୃଶ୍ୟମାନ ହେଉଥିବା ତାଲିକା ଉପରେ, ନେଟୱର୍କ ଅନ୍ତରାପୃଷ୍ଠକୁ ବାଛନ୍ତୁ
ଯିଏକି "
+"ଆପଣଙ୍କର FCoE ସ୍ୱୀଚ ସହିତ ସଂଯୁକ୍ତ ଏବଂ <guibutton>Add FCoE
Disk(s)</guibutton> କୁ "
+"କ୍ଲିକ କରନ୍ତୁ।"
#. Tag: title
#: Disk_Partitioning_Advanced_Storage_common-title-2.xml:5
@@ -8091,6 +8121,8 @@ msgid ""
"software RAID partitions. This option is available if two or more software "
"RAID partitions have been configured."
msgstr ""
+"ଦୁଇଟି କିମ୍ବା ତଦୁର୍ଦ୍ଧ ସ୍ଥିତବାନ RAID ବିଭାଜନକୁ ନେଇ ଗୋଟିଏ RAID ଉପକରଣ ନିର୍ମାଣ କରିବା
ପାଇଁ ଏହି ବିକଳ୍ପକୁ ବାଛନ୍ତୁ। "
+"ଏହି ବିକଳ୍ପଟି ଉପଲବ୍ଧ ହୋଇଥାଏ ଯଦି ଦୁଇ କିମ୍ବା ତଦୁର୍ଦ୍ଧ ସଫ୍ଟୱେର RAID ବିଭାଜନଗୁଡ଼ିକୁ
ବିନ୍ୟାସ କରାଯାଇଥାଏ।"
#. Tag: title
#: Disk_Partitioning_Disk_Druid-listitem-makeraid.xml:76
@@ -8118,6 +8150,8 @@ msgid ""
"existing disk. This option is available if two or more disks are attached to
"
"the system."
msgstr ""
+"ଗୋଟିଏ ସ୍ଥିତବାନ ଡିସ୍କର RAID <firstterm>mirror</firstterm> ବିନ୍ୟାସ କରିବା
ପାଇଁ ଏହି "
+"ବିକଳ୍ପକୁ ବାଛନ୍ତୁ। ଏହି ବିକଳ୍ପଟି ଉପଲବ୍ଧ ହୋଇଥାଏ ଯଦି ତନ୍ତ୍ରରେ ଦୁଇ କିମ୍ବା ତଦୁର୍ଦ୍ଧ ଡିସ୍କ
ଲଗାହୋଇଥାଏ।"
#. Tag: title
#: Disk_Partitioning_Disk_Druid-listitem-makeraid.xml:100
@@ -8207,6 +8241,10 @@ msgid ""
"any volume groups. Furthermore, you cannot use the btrfs file system for the
"
"<filename>/boot</filename> partition."
msgstr ""
+"<filename>/boot</filename> ବିଭାଜନ ଗୋଟିଏ LVM ଭଲ୍ୟୁମ ଶ୍ରେଣୀରେ ରହିନପାରେ।
"
+"କୌଣସି ଭଲ୍ୟୁମ ଶ୍ରେଣୀ ବିନ୍ୟାସ କରିବା ପୂର୍ବରୁ <filename>/boot</filename>
ବିଭାଜନ "
+"ନିର୍ମାଣ କରନ୍ତୁ। ଏହା ବ୍ୟତୀତ, ଆପଣ <filename>/boot</filename> ବିଭାଜନ ପାଇଁ
"
+"btrfs ଫାଇଲତନ୍ତ୍ରକୁ ବ୍ୟବହାର କରିପାରିବେ ନାହିଁ।"
#. Tag: para
#: Disk_Partitioning_Disk_Druid_x86_ppc-listitem-1.xml:40
@@ -8217,6 +8255,9 @@ msgid ""
"(root) partition, the boot process becomes more complex and some systems "
"(for example, those with iSCSI storage) will fail to boot."
msgstr ""
+"<filename>/usr</filename> କୁ ପୃଥକ ବିଭାଜନରେ ରଖନ୍ତୁ ନାହିଁ। ଯଦି
<filename>/</filename> "
+"(root) ବିଭାଜନ ଉପରେ <filename>/usr</filename> ନରହେ, ତେବେ ବୁଟ ପ୍ରକ୍ରିୟାଟି
ଜଟିଳ ହୋଇଥାଏ "
+"ଏବଂ କିଛି ତନ୍ତ୍ର ବୁଟ ହେବାରେ ବିଫଳ ହୋଇଥାଏ (ଉଦାହରଣ ସ୍ୱରୂପ, iSCSI ଭଣ୍ଡାର
ବିଶିଷ୍ଟ)।"
#. Tag: para
#: Disk_Partitioning_Disk_Druid_x86_ppc-listitem-1.xml:45
@@ -8273,6 +8314,8 @@ msgid ""
"The actual partition on the disk may be slightly smaller or larger than your
"
"choice. Disk geometry issues cause this effect, not an error or bug."
msgstr ""
+"ଡିସ୍କରେ ଥିବା ପ୍ରକୃତ ବିଭାଜନଟି କିଛି ମାତ୍ରାରେ ଛୋଟ ଅଥବା ଆପଣଙ୍କ ପସନ୍ଦ ଠାରୁ ବଡ଼ ହୋଇଥାଏ।
"
+"ଡିସ୍କ ଜ୍ୟାମିତି ସମସ୍ୟା ଏହାକୁ ଘଟାଇଥାଏ, କୌଣସି ଭୁଲ ବଶତଃ କିମ୍ବା ତ୍ରୁଟି ହେତୁ
ହୋଇନଥାଏ।"
#. Tag: para
#: Disk_Partitioning_Disk_Druid_x86_ppc-listitem-1.xml:88
@@ -8444,6 +8487,8 @@ msgid ""
"Above the display, you can review the name of the drive (such as /dev/hda), "
"its size (in MB), and its model as detected by the installation program."
msgstr ""
+"ଉପରେ ଦର୍ଶାଯାଇଛି, ଆପଣ ଡ୍ରାଇଭର ନାମକୁ ସମୀକ୍ଷା କରିପାରିବେ (ଯେପରିକି /dev/hda), "
+"ଏହାର ଆକାର (MB ରେ), ଏବଂ ସ୍ଥାପନ ପ୍ରଗ୍ରାମରେ ଚିହ୍ନିତ ହୋଇଥିବା ଏହାର ମଡେଲ।"
#. Tag: para
#: Disk_Partitioning_Graphical_x86_ppc-para-1.xml:5
@@ -8517,6 +8562,9 @@ msgid ""
"GB root partition lets you perform a full installation, choosing all package
"
"groups."
msgstr ""
+"ଗୋଟିଏ 3.0 GB ବିଭାଜନ ଆପଣଙ୍କୁ ନ୍ୟୁନତମ ସ୍ଥାପନାକୁ ସ୍ଥାପନ କରିବା ପାଇଁ ଅନୁମତି ଦେଇଥାଏ,
ଯେତେବେଳେ "
+"ଗୋଟିଏ 5.0 GB root ବିଭାଜନ ଆପଣଙ୍କୁ ସମ୍ପୂର୍ଣ୍ଣ ସ୍ଥାପନ କରିବା ପାଇଁ ଅନୁମତି ଦେଇଥାଏ, ସମସ୍ତ
ପ୍ୟାକେଜ "
+"ଶ୍ରେଣୀକୁ ବାଛିକରି।"
#. Tag: title
#: Disk_Partitioning_Scheme_common-listitem-1.xml:18
@@ -8787,6 +8835,9 @@ msgid ""
"description the Edit option in <xref
linkend=\"s2-diskpartitioning-dd-x86\"/"
"> for more information."
msgstr ""
+"ଗୋଟିଏ ବଡ଼ <filename class=\"partition\">/</filename> ବିଭାଜନ
ପରିବର୍ତ୍ତେ ଯଦି ଆପଣ "
+"ଅନେକ ବିଭାଜନ ନିର୍ମାଣ କରନ୍ତି, ତେବେ ଉନ୍ନୟନଟି ସହଜ ହୋଇପାରେ। ଅଧିକ ସୂଚନା ପାଇଁ <xref
linkend "
+"=\"s2-diskpartitioning-dd-x86\"/> ରେ ବର୍ଣ୍ଣନା କରାଯାଇଥିବା ଥିବା ସମ୍ପାଦନ
ବିକଳ୍ପକୁ ଦେଖନ୍ତୁ।"
#. Tag: para
#: Disk_Partitioning_X86_Partitions.xml:77
@@ -8885,6 +8936,8 @@ msgid ""
"If you are not sure how best to configure the partitions for your computer, "
"accept the default partition layout."
msgstr ""
+"ଯଦି ଆପଣ ନିଶ୍ଚିତ ନାହାନ୍ତି ଯେ ଆପଣଙ୍କ କମ୍ପୁଟରରେ ବିଭାଜନକୁ କିପରି ଉତ୍ତମ ଉପାୟରେ ବିନ୍ୟାସ
କରିହେବ, "
+"ତାହା ପାଇଁ ପୂର୍ବନିର୍ଦ୍ଧାରିତ ବିଭାଜନ ବିନ୍ୟାସକୁ ଗ୍ରହଣ କରନ୍ତୁ।"
#. Tag: para
#: Disk_Partitioning-x86.xml:16
@@ -9110,6 +9163,8 @@ msgid ""
"Downloads may fail for any number of reasons. Always verify the sha256sum of
"
"the downloaded files."
msgstr ""
+"ବିଭିନ୍ନ କାରଣରୁ ଆହରଣ ପ୍ରକ୍ରିୟା ବିଫଳ ହୋଇପାରେଷ ସର୍ବଦା ଆହରଣ ଫାଇଲଗୁଡ଼ିକର sha256sumକୁ
"
+"ଯାଞ୍ଚ କରନ୍ତୁ। "
#. Tag: primary
#: expert-quickstart.xml:49
@@ -9260,6 +9315,8 @@ msgid ""
"After the system reboots, it displays additional configuration options. Make
"
"appropriate changes to your system and proceed to the login prompt."
msgstr ""
+"ତନ୍ତ୍ର ପୁନର୍ଚାଳନ ହେବା ପରେ, ଏହା ଅତିରିକ୍ତ ବିନ୍ୟାସ ବିକଳ୍ପଗୁଡ଼ିକୁ ଦର୍ଶାଇଥାଏ। ଆପଣଙ୍କ
ତନ୍ତ୍ରରେ "
+"ସଠିକ ପରିବର୍ତ୍ତନ କରନ୍ତୁ ଏବଂ ଲଗଇନ ପ୍ରମ୍ପଟ ପାଇଁ ଅଗ୍ରସର ହୁଅନ୍ତୁ।"
#. Tag: para
#: expert-quickstart.xml:127
@@ -9342,6 +9399,9 @@ msgid ""
"did not install one, or if Fedora has trouble starting it, you may see a "
"slightly different setup screen."
msgstr ""
+"<application>Firstboot</application> ଆଲେଖୀକ ଅନ୍ତରାପୃଷ୍ଠ ଆବଶ୍ୟକ କରିଥାଏ।
ଯଦି ଆପଣ ଗୋଟିକୁ "
+"ସ୍ଥାପନ ନକରନ୍ତି, ଅଥବା ଯଦି ଏହାକୁ ଆରମ୍ଭ କରିବାରେ Fedora କୁ ସମସ୍ୟାର ସମ୍ମୁଖୀନ ହେବାକୁ
ପଡ଼ୁଛି, ତେବେ ଆପଣ "
+"ଗୋଟିଏ ଭିନ୍ନ ପ୍ରକାରର ବିନ୍ୟାସ ପରଦା ଦେଖିପାରିବେ।"
#. Tag: title
#: firstboot.xml:43
@@ -9464,6 +9524,10 @@ msgid ""
"<guisubmenu>Administration</guisubmenu> <guimenuitem>Users
& Groups</"
"guimenuitem> </menuchoice>."
msgstr ""
+"ସ୍ଥାପନ କ୍ରିୟା ସମ୍ପନ୍ନ ହେବା ପରେ ଆପଣଙ୍କ ତନ୍ତ୍ରରେ ଅତିରିକ୍ତ ଚାଳକ ଖାତା ଯୋଗ କରିବା ପାଇଁ,
"
+"<menuchoice> <guimenu>System</guimenu>
<guisubmenu>Administration "
+"</guisubmenu> <guimenuitem>Users & Groups</"
+"guimenuitem> </menuchoice> କୁ ବାଛନ୍ତୁ।"
#. Tag: title
#: firstboot.xml:118
@@ -9497,6 +9561,8 @@ msgid ""
"The initial display enables you to set the date and time of your system "
"manually."
msgstr ""
+"ପ୍ରାରମ୍ଭିକ ପ୍ରଦର୍ଶନି ଆପଣଙ୍କ ତନ୍ତ୍ରର ତାରିଖ ଏବଂ ସମୟକୁ ହସ୍ତକୃତ ଭାବରେ ସେଟ "
+"କରିବା ପାଇଁ ଆପଣଙ୍କୁ ସକ୍ଷମ କରିଥାଏ।"
#. Tag: title
#: firstboot.xml:138
@@ -9534,6 +9600,9 @@ msgid ""
"guimenu> <guisubmenu>Administration</guisubmenu>
<guimenuitem>Date & "
"Time</guimenuitem> </menuchoice>."
msgstr ""
+"ପରେ ଏହି ସଂରଚନାକୁ ପରିବର୍ତ୍ତନ କରିବା ପାଇଁ, <menuchoice>
<guimenu>System</"
+"guimenu> <guisubmenu>Administration</guisubmenu>
<guimenuitem>Date & "
+"Time</guimenuitem> </menuchoice> କୁ ବାଛନ୍ତୁ।"
#. Tag: para
#: firstboot.xml:162
@@ -10645,6 +10714,8 @@ msgid ""
"You can boot the installation program using any one of the following media "
"(depending upon what your system can support):"
msgstr ""
+"ନିମ୍ନଲିଖିତ ମେଡିଆ ମଧ୍ଯରୁ ଯେ କୌଣସି ଗୋଟିକୁ ବ୍ୟବହାର କରି ଆପଣ ସ୍ଥାପନ ପ୍ରଗ୍ରାମକୁ ବୁଟ
କରିପାରିବେ "
+"(ଆପଣଙ୍କ ତନ୍ତ୍ର କାହାକୁ ସମର୍ଥନ କରିପାରିବ ତାହା ଉପରେ ନିର୍ଭର କରି):"
#. Tag: para
#: Graphical_Installation_x86_Starting.xml:48
@@ -10698,6 +10769,8 @@ msgid ""
"To create a boot CD-ROM or to prepare your USB pen drive for installation, "
"refer to <xref
linkend=\"sect-New_Users-Alternative_Boot_Methods\"/>."
msgstr ""
+"ଗୋଟିଏ ବୁଟ CD-ROM ନିର୍ମାଣ କରିବା ପାଇଁ ଅଥବା ସ୍ଥାପନ ପାଇଁ ଆପଣଙ୍କର USB ପେନ ଡ୍ରାଇଭ
ପ୍ରସ୍ତୁତ କରିବାକୁ, "
+"<xref linkend=\"sect-New_Users-Alternative_Boot_Methods\"/> କୁ
ଅନୁସରଣ କରନ୍ତୁ।"
#. Tag: para
#: Graphical_Installation_x86_Starting.xml:76
@@ -10733,6 +10806,8 @@ msgid ""
"If you press a help screen function key, there is a slight delay while the "
"help screen is read from the boot media."
msgstr ""
+"ଯଦି ଆପଣ ସହାୟତା ପରଦା ଫଳନ କି କୁ ଦବାନ୍ତି, ତେବେ ସ୍ୱଳ୍ପ ବିଳମ୍ବ ହୋଇପାରେ ଯେଉଁଠି "
+"ସହାୟତା ପରଦାକୁ ବୁଟ ମେଡିଆରୁ ପଢ଼ିହେବ।"
#. Tag: para
#: Graphical_Installation_x86_Starting.xml:106
@@ -10813,6 +10888,8 @@ msgid ""
"ISO images have an md5sum embedded in them. To test the checksum integrity "
"of an ISO image, at the installation boot prompt, type:"
msgstr ""
+"ISO ପ୍ରତିଛବିରେ md5sum ସନ୍ନିହିତ ହୋଇଥାଏ। ISO ପ୍ରତିଛବିର ଯାଞ୍ଚସମଷ୍ଟି ଅଖଣ୍ଡତାକୁ ପରୀକ୍ଷା
କରିବା "
+"ପାଇଁ, ସ୍ଥାପନ ବୁଟ ପ୍ରମ୍ପଟରେ, ଏହାକୁ ଲେଖନ୍ତୁ:"
#. Tag: para
#: Graphical_Installation_x86_Starting.xml:177
@@ -10859,6 +10936,8 @@ msgid ""
"If you need to perform the installation in <firstterm>serial mode</"
"firstterm>, type the following command:"
msgstr ""
+"ଯଦି ଆପଣଙ୍କୁ <firstterm>serial mode</firstterm> ରେ ସ୍ଥାପନ କରିବାକୁ ହୁଏ,
ତେବେ "
+"ନିମ୍ନଲିଖିତ ନିର୍ଦ୍ଦେଶକୁ ଟାଇପ କରନ୍ତୁ:"
#. Tag: screen
#: Graphical_Installation_x86_Starting.xml:217
@@ -10895,6 +10974,9 @@ msgid ""
"the device you are using (such as ttyS0 or ttyS1). For example, "
"<command>linux text console=ttyS0</command>."
msgstr ""
+"ଉପରଲିଖିତ ନିର୍ଦ୍ଦେଶରେ, <replaceable><device></replaceable>
ଟି ହେଉଛି "
+"ଆପଣ ବ୍ୟବହାର କରୁଥିବା ଉପକରଣ (ଯେପରିକି ttyS0 କିମ୍ବା ttyS1)। ଉଦାହରଣ ସ୍ୱରୂପ, "
+"<command>linux text console=ttyS0</command>।"
#. Tag: para
#: Graphical_Installation_x86_Starting.xml:226
@@ -10927,6 +11009,8 @@ msgid ""
"Options can also be passed to the kernel. For example, to apply updates for "
"the anaconda installation program from a floppy disk enter:"
msgstr ""
+"ବିକଳ୍ପଗୁଡ଼ିକୁ କର୍ଣ୍ଣଲ ମଧ୍ଯକୁ ପଠାଯାଇପାରିବ। ଉଦାହରଣ ସ୍ୱରୂପ, ଅଦ୍ୟତନଗୁଡ଼ିକୁ ଗୋଟିଏ ଫ୍ଲପି
ଡିସ୍କରୁ "
+"anaconda ସ୍ଥାପନ ପ୍ରଗ୍ରାମରେ ପ୍ରୟୋଗ କରିବା ପାଇଁ ଏହାକୁ ଭରଣ କରନ୍ତୁ:"
#. Tag: primary
#: Graphical_Installation_x86_Starting.xml:240
@@ -10957,6 +11041,8 @@ msgid ""
"After entering any options, press <keycap>Enter</keycap> to boot using
those "
"options."
msgstr ""
+"କୌଣସି ଏକ ବିକଳ୍ପକୁ ଭରଣ କରିସାରିବା ପରେ, ସେହି ବିକଳ୍ପଗୁଡ଼ିକୁ ବ୍ୟବହାର କରି ବୁଟ କରିବା
"
+"ପାଇଁ <keycap>Enter</keycap> କୁ ଦବାନ୍ତୁ।"
#. Tag: para
#: Graphical_Installation_x86_Starting.xml:255
@@ -12619,6 +12705,8 @@ msgid ""
"— displays an animation during the boot process, rather than lines of
"
"text."
msgstr ""
+"<literal>rhgb</literal> (<firstterm>Red Hat graphical
boot</firstterm>) "
+"— ବୁଟ ପ୍ରକ୍ରିୟା ସମୟରେ ପାଠ୍ୟ ଧାଡ଼ି ପରିବର୍ତ୍ତେ ଗୋଟିଏ ଜୀବନାୟନ
ଦର୍ଶାଇଥାଏ।"
#. Tag: para
#: Grub.xml:869
@@ -13069,6 +13157,8 @@ msgid ""
"the decision whether to upgrade an existing installation of Fedora or "
"install a new copy."
msgstr ""
+"ଗୋଟିଏ ସ୍ଥିତବାନ Fedora ସ୍ଥାପନାକୁ ଉନ୍ନୟନ କରାଯିବ ଅଥବା ଗୋଟିଏ ନୂତନ ଭାବରେ ସ୍ଥାପନ କରାଯିବ
"
+"ତାହାର ସିଦ୍ଧାନ୍ତ"
#. Tag: para
#: Installation_Guide.xml:24
@@ -13077,6 +13167,8 @@ msgid ""
"hardware considerations, and hardware details that you may need during "
"installation."
msgstr ""
+"ହାର୍ଡୱେର ଧାରଣ, ଏବଂ ହାର୍ଡୱେର ବିବରଣୀ ଯାହାକି ଆପଣ ସ୍ଥାପନ ସମୟରେ "
+"ଆବଶ୍ୟକ କରିପାରନ୍ତି।"
#. Tag: para
#: Installation_Guide.xml:29
@@ -13114,6 +13206,8 @@ msgid ""
"This part of the <citetitle>Fedora Installation Guide</citetitle>
covers "
"more complex and uncommon methods of installing Fedora, including:"
msgstr ""
+"<citetitle>Fedora ସ୍ଥାପନ ପୁସ୍ତକର</citetitle> ଏହି ଅଂଶଟି ଅଧିକ ଜଟିଳ ଏବଂ
Fedora "
+"ସ୍ଥାପନ ବିଷୟରେ ସାଧାରଣ ପଦ୍ଧତିଗୁଡ଼ିକୁ ଆଲୋଚନା କରିଥାଏ, ନିମ୍ନଲିଖିତକୁ ଅନ୍ତର୍ଭୁକ୍ତ
କରି:"
#. Tag: para
#: Installation_Guide.xml:68
@@ -13558,7 +13652,7 @@ msgstr "ଆରମ୍ଭ ସମୟରେ iSCSI ଡିସ୍କଗୁଡ଼ିକ"
msgid ""
"ISCSI-related events might occur at a number of points while the system "
"starts:"
-msgstr ""
+msgstr "ISCSI-ସମ୍ପର୍କୀୟ ଘଟଣାଗୁଡ଼ିକ କିଛି ସ୍ଥାନରେ ଘଟିପାରେ ଯେଉଁଠି ତନ୍ତ୍ର ଆରମ୍ଭ
ହୋଇଥାଏ:"
#. Tag: para
#: iSCSI.xml:42
@@ -13569,6 +13663,10 @@ msgid ""
"the <application>iscsistart</application> utility (which can do this
without "
"requiring <application>iscsid</application> to run)."
msgstr ""
+"<application>initrd</application> ରେ ଥିବା init ସ୍କ୍ରିପ୍ଟ iSCSI
ଲକ୍ଷ୍ଯସ୍ଥଳରେ ଲଗଇନ ହୋଇଥାଏ "
+"ଯାହାକି <filename>/</filename> ପାଇଁ ବ୍ୟବହୃତ (ଯଦି ଥାଏ)। ଏହା
<application>iscsistart "
+"</application> ଉପଯୋଗିତାକୁ ବ୍ୟବହାର କରି କରାଯାଇଥାଏ (ଯାହାକି
<application>iscsid "
+"</application> କୁ ନଚଲାଇ କରାଯାଇଥାଏ)।"
#. Tag: para
#: iSCSI.xml:45
@@ -21619,6 +21717,8 @@ msgid ""
"To make bootable USB media, use a Fedora Live image. Use either a Windows or
"
"Linux system to make the bootable USB media."
msgstr ""
+"ବୁଟଯୋଗ୍ୟ USB ମେଡିଆ ପ୍ରସ୍ତୁତ କରିବା ପାଇଁ, ଗୋଟିଏ Fedora ଜୀବନ୍ତ ପ୍ରତିବିମ୍ବ ବ୍ୟବହାର
କରନ୍ତୁ। ବୁଟ ଯୋଗ୍ୟ USB "
+"ମେଡିଆ ପ୍ରସ୍ତୁତ କରିବା ପାଇଁ ଗୋଟିଏ Windows ଅଥବା Linux ତନ୍ତ୍ର ବ୍ୟବହାର କରନ୍ତୁ।"
#. Tag: title
#: Making_USB_media.xml:12